ଅର୍ଥ : ମିଥ୍ୟା କହିବା ବା କଳଙ୍କ ବୋଳିବାର କାର୍ଯ୍ୟ
ଉଦାହରଣ :
କୁତ୍ସାରଟନା ଠାରୁ ଦୂରେଇ ରୁହ
ସମକକ୍ଷ : କୁତ୍ସାରଟନା, ଦୋଷାରୋପ, ବଦନାମ
ଅନ୍ୟ ଭାଷାରେ ଅନୁବାଦ :
An abusive attack on a person's character or good name.
aspersion, calumny, defamation, denigration, slander