ଅର୍ଥ : ମୟଦାନବର କନ୍ୟା
ଉଦାହରଣ :
ମାୟାଙ୍କ ବିବାହ ବିଶ୍ରବାଙ୍କ ସହିତ ହୋଇଥିଲା
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ମାୟା ଆମ୍ବର ଗଛ
ଉଦାହରଣ :
ମାୟା ଆମ୍ବଗଛ ନିମନ୍ତେ ଏହି ମାଟି ଭଲ ନୁହେଁ
ସମକକ୍ଷ : ମାୟା ଆମ୍ବଗଛ, ମାୟା ଗଛ
ଅନ୍ୟ ଭାଷାରେ ଅନୁବାଦ :
Large evergreen tropical tree cultivated for its large oval fruit.
mangifera indica, mango, mango treeଅର୍ଥ : ଈଶ୍ୱରଙ୍କ ଧ୍ୟାନ ପରିତ୍ୟାଗ କରି ଶାରୀରିକ ଓ ସାଂସାରିକ ପଦାର୍ଥକୁ ନିଜର ସର୍ବସ୍ୱ ମାନିନେବାର ପ୍ରକ୍ରିୟା ବା ଭାବ
ଉଦାହରଣ :
ସାଧୁ ସନ୍ଥମାନେ ମୋହରେ ପଡ଼ନ୍ତି ନାହିଁ
ସମକକ୍ଷ : ଅସ୍ମିତା, ବିମୋହ, ମମତା, ମୋହ
ଅନ୍ୟ ଭାଷାରେ ଅନୁବାଦ :
A feeling of great liking for something wonderful and unusual.
captivation, enchantment, enthrallment, fascinationଅର୍ଥ : ଗୋଟିଏ ବର୍ନ୍ନବୃତ୍ତ
ଉଦାହରଣ :
ମାୟାର ପ୍ରତ୍ୟେକ ପାଦରେ କ୍ରମରେ ଭଗଣ, ତଗଣ, ମଗଣ,ଭଗଣ ଏବଂ ଗୋଟିଏ ଗୁରୁ ବର୍ଣ୍ଣ ଥାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଇନ୍ଦ୍ରବଜ୍ରା ବର୍ଣ୍ଣବୃତ୍ତ ଯାହା ଇନ୍ଦ୍ରବର୍ଜା ଏବଂ ଉପେନ୍ଦ୍ରବଜ୍ରାର ମିଳିତରେ ସୃଷ୍ଟ ଗୋଟିଏ ଉପଭେଦ
ଉଦାହରଣ :
ମାୟାର ଦ୍ବିତୀୟ ତଥା ତୃତୀୟ ପାଦରେ ପ୍ରଥମ ବର୍ଣ୍ଣ ଲଘୁ ଥାଏ
ଅନ୍ୟ ଭାଷାରେ ଅନୁବାଦ :
इंद्रवज्रा नामक वर्णवृत्त का एक उपभेद जो इंद्रवज्रा और उपेन्द्रवज्रा के मेल से बनता है।
माया के दूसरे तथा तीसरे चरण में प्रथम वर्ण लघु होता है।