ଅର୍ଥ : ମହମରେ ତିଆରି
ଉଦାହରଣ :
ବଜାରରେ ବିଭିନ୍ନ ପ୍ରକାରର ମହମତିଆରି ମୂର୍ତ୍ତି ମିଳୁଛି
ସମକକ୍ଷ : ମହମନିର୍ମିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମହମ ସଦୃଶ
ଉଦାହରଣ :
ମେଳଣରେ ବିଭିନ୍ନ ପ୍ରକାରର ମହମତିଆରି ବସ୍ତୁ ବିକ୍ରି ହେଉଥିଲା
ସମକକ୍ଷ : ମହମନିର୍ମିତ
ଅନ୍ୟ ଭାଷାରେ ଅନୁବାଦ :