ଅର୍ଥ : ଜଣେ ଦୈତ୍ୟ
ଉଦାହରଣ :
ମରୁ ନରକାସୁରର ସାଥୀ ଥିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରାମଙ୍କ ପୂର୍ବଜ ଥିବା ଜଣେ ରଘୁବଂଶୀ
ଉଦାହରଣ :
ମରୁ ଶୀଘ୍ରଗଙ୍କ ପୁତ୍ର ଥିଲେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ନିର୍ଜଳ ସ୍ଥାନ ଯେଉଁଠାରେ ଖାଲି ବାଲି ହିଁ ବାଲି ଦେଖାଯାଏ
ଉଦାହରଣ :
ଓଟକୁ ମରୁଭୂମିର ଜାହାଜ କୁହାଯାଏ
ଅନ୍ୟ ଭାଷାରେ ଅନୁବାଦ :
Arid land with little or no vegetation.
desert