ଅର୍ଥ : ମରକ୍କୋରେ ପ୍ରଚଳିତ ମୁଦ୍ରା
ଉଦାହରଣ :
ଗୋଟିଏ ମରକ୍କନ ଡିରେମ କାନାଡ଼ାର ପ୍ରାୟ ଆଠ ଡଲାର ସହ ସମାନ
ସମକକ୍ଷ : ମରକ୍କନ ଡିରେମ, ମରକ୍କନ ଦିରେମ, ମରକ୍କ୍ୱୀୟ ଡିରେମ
ଅନ୍ୟ ଭାଷାରେ ଅନୁବାଦ :
मोरक्को में चलने वाली मुद्रा।
एक मोरक्कन दिरेम कनाडा के लगभग आठ डालर के बराबर होता है।