ଅର୍ଥ : ସେହି ପବିତ୍ର ଗୃହ ଯେଉଁଥିରେ ଦେବ ଦେବୀଆଦିଙ୍କ ମୂର୍ତ୍ତି ସ୍ଥାପିତ କରି ପୂଜା କରାଯାଏ
ଉଦାହରଣ :
ସେ ଦୈନିକ ଗୋଧୋଇସାରି ମନ୍ଦିର ଯାଏ
ସମକକ୍ଷ : ଗୁଡ଼ି, ଠାକୁରଘର, ଠାକୁରମନ୍ଦିର, ଦେବାଳୟ
ଅନ୍ୟ ଭାଷାରେ ଅନୁବାଦ :
Place of worship consisting of an edifice for the worship of a deity.
templeଅର୍ଥ : ସେହି ମନ୍ଦିର ଯାହାମଧ୍ୟରେ ଦେବତାଙ୍କର ମୂର୍ତ୍ତି ସ୍ଥାପନ କରି ତାଙ୍କର ପୂଜା କରାଯାଏ
ଉଦାହରଣ :
ସେ ପ୍ରତିଦିନ ଗୋଧୋଇ ଦେବ ମନ୍ଦିରକୁ ଯାଏ
ସମକକ୍ଷ : ଠାକୁର ଘର, ଠାକୁର ମନ୍ଦିର, ଦେବମନ୍ଦିର, ଦେବାଳୟ
ଅନ୍ୟ ଭାଷାରେ ଅନୁବାଦ :
Place of worship consisting of an edifice for the worship of a deity.
templeଅର୍ଥ : ଜଣେ ଗନ୍ଧର୍ବ
ଉଦାହରଣ :
ପୁରାଣରେ ମନ୍ଦିରଙ୍କ ବର୍ଣ୍ଣନା ମିଳେ
ସମକକ୍ଷ : ମଂଦିର
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being