ଅର୍ଥ : ମୁସଲମାନମାନେ ଏକତ୍ରିତ ହୋଇ ସାମୂହିକ ରୂପରେ ନମାଜ୍ ପଢ଼ିବାର ସ୍ଥାନ
ଉଦାହରଣ :
ନମାଜ୍ ପଢ଼ିବାପାଇଁ ସେ ସବୁଦିନ ମସଜିଦ୍କୁ ଯାଆନ୍ତି
ଅନ୍ୟ ଭାଷାରେ ଅନୁବାଦ :
मुसलमानों के एकत्रित होकर सामूहिक रूप से नमाज़ पढ़ने की जगह।
वह नमाज़ पढ़ने के लिए प्रतिदिन मस्जिद जाता है।(Islam) a Muslim place of worship that usually has a minaret.
mosque