ଅର୍ଥ : କୌଣସି ଉତ୍ସବ ଆରମ୍ଭ ହେବା ପୂର୍ବରୁ ଗାନ କରା ଯାଉଥିବା ଗୀତ
ଉଦାହରଣ :
ବିବାହ ସମୟରେ ମଙ୍ଗଳ ଗୀତ ଗାନ କରାଯାଏ
ସମକକ୍ଷ : ମଙ୍ଗଳାଷ୍ଟକ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମଙ୍ଗଳ ଅବସରରେ ବା ମଙ୍ଗଳ କାମନା କରି ଗାନ କରା ଯାଉଥିବା ଗୀତ
ଉଦାହରଣ :
ପୂଜା ସମୟରେ କେତେକ ମହିଳା ମଙ୍ଗଳ ଗୀତ ଗାଉଥିଲେ
ସମକକ୍ଷ : ମଙ୍ଗଳ
ଅନ୍ୟ ଭାଷାରେ ଅନୁବାଦ :
एक प्रकार का गीत जो मंगल अवसरों पर गाया जाता है या मंगल की कामना से गाया जाता है।
पूजा के समय कुछ महिलाएँ मंगल गीत गा रही थीं।