ଅର୍ଥ : ମଞ୍ଜୀରା ବଜାଇବା ବ୍ୟକ୍ତି
ଉଦାହରଣ :
କୀର୍ତ୍ତନ ଅବସରରେ ଦୁଇଜଣ ଗିନି ବାଦକ ଗିନି ବଜାଉଥିଲେ
ସମକକ୍ଷ : ଗିନି ବାଦକ, ମଂଜୀରା ବଜାଳି, ମଞ୍ଜୀରା ବଜାଳି, ମଞ୍ଜୀରା ବାଦକ, ଯୋଡି ବଜାଳି
ଅନ୍ୟ ଭାଷାରେ ଅନୁବାଦ :
मँजीरा बजानेवाला व्यक्ति।
कीर्तन के दौरान दो मँजीरेवादक मँजीरा बजा रहे थे।A performer on the cymbals.
cymbalist