ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଭାଷାବିଜ୍ଞାନର ବିଶେଷଜ୍ଞ
ଉଦାହରଣ : ଏହି ସମ୍ମୀଳନୀରେ ଅନେକ ଜଣାଶୁଣା ଭାଷାବିଜ୍ଞାନୀ ଭାଗ ନେଇଥିଲେ
ସମକକ୍ଷ : ଭାଷାତତ୍ତ୍ୱବିଦ୍, ଭାଷାବିଦ୍
ଅନ୍ୟ ଭାଷାରେ ଅନୁବାଦ :हिन्दी English
भाषाविज्ञान का ज्ञाता।
A specialist in linguistics.
ଅର୍ଥ : ଯେ ଭାଷାବିଜ୍ଞାନରେ ବିଜ୍ଞ
ଉଦାହରଣ : ପଞ୍ଚାନନ ମହାନ୍ତି ଜଣେ କୁଶଳୀ ଭାଷାବିଜ୍ଞାନୀ
ସମକକ୍ଷ : ଭାଷାବିତ
ସଂସ୍ଥାପନ କରନ୍ତୁ