ଅର୍ଥ : କାର୍ତ୍ତିକ ଶୁକ୍ଳ ଦ୍ୱିତୀୟା ଦିନ ପାଳନ କରାଯାଉଥିବା ଏକ ପର୍ବ, ଯେଉଁ ଦିନ ଭାଇକୁ ଭଉଣୀ ଟୀକା ଲଗେଇଥାଏ
ଉଦାହରଣ :
ମହାରାଷ୍ଟ୍ରରେ ଭାତୃଦ୍ୱିତୀୟା ପର୍ବକୁ ଧୂମଧାମରେ ପାଳନ କରାଯାଏ
ସମକକ୍ଷ : ଭାଇ ଦ୍ୱିତୀୟା
ଅନ୍ୟ ଭାଷାରେ ଅନୁବାଦ :
कार्तिक शुक्ल द्वितीया को मनाया जानेवाला एक त्योहार जिस दिन बहन भाई को टीका लगाती है।
महाराष्ट्र में भाईदूज का त्यौहार बड़ी धूम-धाम से मनाया जाता है।A day or period of time set aside for feasting and celebration.
festival