ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ତଳୁ ଉପରଆଡ଼କୁ ନେଇଯିବା
ଉଦାହରଣ : ସେ ପ୍ରତିଦିନ ପାଣିପମ୍ପ ଦ୍ୱାରା ଟାଙ୍କିରେ ପାଣି ଚଢ଼ାଏ
ସମକକ୍ଷ : ଚଢାଇବା
ଅନ୍ୟ ଭାଷାରେ ଅନୁବାଦ :हिन्दी
नीचे से ऊपर की ओर ले जाना।
ଅର୍ଥ : ଭରିବାକାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ : କୃଷକ ତା ସ୍ତ୍ରୀଦ୍ୱାରା ମୁଣିରେ ଧାନ ପୂରାଉଛି
ସମକକ୍ଷ : ପୂରାଇବା, ପୂର୍ଣ୍ଣକରିବା, ବୋଝେଇକରିବା, ଭରିବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
अटाने का काम दूसरे से कराना।
Make full, also in a metaphorical sense.
ଅର୍ଥ : କୌଣସି ବସ୍ତୁ ଜଳେଇବାପାଇଁ ନିଆଁରେ ପକାଇବା
ଉଦାହରଣ : ରୋଷେଇ କଳାବେଳେ ସୀତା ବାରମ୍ବାର କୁଟା ଚୁଲିରେ ମୋହୁଁଥିଲା
ସମକକ୍ଷ : ପୂରେଇବା, ମୋହିଁବା
कोई वस्तु जलाने के लिए आग में फेंकना।
Stir up or tend. Of a fire.
ଅର୍ଥ : ଛୁଞ୍ଚିକଣାରେ ସୁତା ଆଦି ଭର୍ତ୍ତିକରିବା
ଉଦାହରଣ : ଥଳିଟି ସିଲେଇ କରିବାପାଇଁ ସେ ଛୁଞ୍ଚିରେ ସୁତା ପୁରାଉଛି
ସମକକ୍ଷ : ପୁରାଇବା, ପୁରେଇବା
सुई के छेद या नाके में तागा आदि डालना।
Pass a thread through.
ସଂସ୍ଥାପନ କରନ୍ତୁ