ଅର୍ଥ : ହିନ୍ଦୀ ବର୍ଣ୍ଣମାଳାର ତେରତମ ଏବଂ ଟବର୍ଗର ତୃତୀୟ ବ୍ୟଞ୍ଜନ ବର୍ଣ୍ଣ
ଉଦାହରଣ :
ଡ ବର୍ଣ୍ଣର ଉଚ୍ଚାରଣ ମୂର୍ଦ୍ଧାରୁ ହୋଇଥାଏ ତଥା ଏହାର ଦୁଇଟି ରୂପ ଓ ଉଚ୍ଚାରଣ ହେଲା ଡ ଓ ଡ଼୍
ସମକକ୍ଷ : ଡ
ଅନ୍ୟ ଭାଷାରେ ଅନୁବାଦ :
हिंदी वर्णमाला का तेरहवाँ और टवर्ग का तीसरा व्यंजन अक्षर।
ड का उच्चारण मूर्द्धा से होता है तथा इसके दो रूप और उच्चारण हैं जैसे ड और ड़।A letter of the alphabet standing for a spoken consonant.
consonant