ଅର୍ଥ : ଯେଉଁ ସମିତି ନିକଟରେ ନିରୀକ୍ଷଣାତ୍ମକ ବା ପର୍ଯ୍ୟବେକ୍ଷିତ ଶକ୍ତି ଥାଏ
ଉଦାହରଣ :
ପରିଷଦର ନିର୍ଣ୍ଣୟ ସର୍ବମାନ୍ୟ ହେବ
ସମକକ୍ଷ : ପରିଷଦ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଧାତୁ, ପଥର, ବା କାଠ ଆଦିରେ ତିଆରି ହୋଇଥିବା ଯେଉଁ ପଟା ଉପରେ କିଛି ଲେଖା ବା ତିଆରି କରାଯାଇଥାଏ ବା ଯାହା ମାଧ୍ୟମରେ କିଛି ସୂଚନା ଦିଆଯାଇଥାଏ
ଉଦାହରଣ :
ଗୁରୁଜୀ କଳାପଟାରେ ଗଣିତ ବୁଝାଉଛନ୍ତି
ସମକକ୍ଷ : କଳାପଟା
ଅନ୍ୟ ଭାଷାରେ ଅନୁବାଦ :