ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକାଠି ବନ୍ଧା ଯାଇଥିବା ବସ୍ତୁର ପରିମାଣ
ଉଦାହରଣ : କୃଷକ ଧାନର ବୋଝ ବଳଦ ଗାଡ଼ିରେ ଲଦୁଛି
ସମକକ୍ଷ : ଭାର
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक में बंधा हुआ वस्तुओं का ढेर।
Weight to be borne or conveyed.
ଅର୍ଥ : ଲୁଗାପଟା, କାଗଜଆଦିକୁ ଗୁଡ଼େଇ ବା ଏକାଠିକରି ବନ୍ଧାଯାଇଥିବା ଏକ ରୂପ
ଉଦାହରଣ : ସେ ବଜାରରୁ ଚାରି ଗାଣ୍ଠି ଲୁଗା ଆଣିଲା
ସମକକ୍ଷ : ଗଣ୍ଠିଲି, ଗାଣ୍ଠି, ବଣ୍ଡଲ
लपेटे हुए या इकट्ठा किए हुए कपड़े, काग़ज़ आदि का एक में बाँधा हुआ समूह।
A collection of things wrapped or boxed together.
ଅର୍ଥ : କାହାରି ରକ୍ଷଣାବେକ୍ଷଣରେ ରହିବା ତଥା ତାଙ୍କପାଇଁ ଉପଯୋଗୀ ନହେବାର ଅବସ୍ଥା
ଉଦାହରଣ : କର୍ମହୀନ ବ୍ୟକ୍ତି ପୃଥିବୀପାଇଁ ଭାର ହୋଇଥାଏ
किसी की जिम्मेदारी बनकर रहने तथा उसके लिए कुछ उपयोगी न होने की अवस्था।
An onerous or difficult concern.
ଅର୍ଥ : ଯାହାକୁ କାହା ଉପରେ ଲଦାଯାଇଥାଏ ବା ଲଦାଯାଏ
ଉଦାହରଣ : ମୁଁ ଶହେ କିଲୋରୁ ଅଧିକ ବୋଝ ଉଠେଇ ପାରିବି ନାହିଁ
वह जो किसी पर लदा हो या लादा जाता हो।
ସଂସ୍ଥାପନ କରନ୍ତୁ