ଅର୍ଥ : ପାଚିଥିବା ଫସଲର ଶସ୍ୟର କାଣ୍ଡରୁ ଦାନାକୁ ଅଲଗା କରିବାପାଇଁ ବଳଦ ମଡ଼ାଇବା
ଉଦାହରଣ :
କୃଷକଟି ଖଳାରେ ଧାନଫସଲକୁ ବେଙ୍ଗଳା ପକାଉଛି
ସମକକ୍ଷ : ପତୁଳି ପକାଇବା, ବେଙ୍ଗଳାଇବା, ବେଙ୍ଗୁଳିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବେଙ୍ଗଳାକାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ :
ଅମଳ କରିବା ସମୟରେ ଶସ୍ୟକୁ ବଳଦଙ୍କଦ୍ୱାରା ବେଙ୍ଗଳା ପକାନ୍ତି
ସମକକ୍ଷ : ବେଙ୍ଗଳାଇବା
ଅନ୍ୟ ଭାଷାରେ ଅନୁବାଦ :