ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମୁଣ୍ଡକୁ ଶରୀର ସହିତ ଯୋଡ଼ିଥିବା ପିଠିପଟର ବାହ୍ୟଭାଗ
ଉଦାହରଣ : ମୋ ବେକରେ ଯନ୍ତ୍ରଣା ହେଉଛି
ସମକକ୍ଷ : ଗ୍ରୀବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
सिर से धड़ को जोड़नेवाला पीठ की ओर का बाह्य भाग।
The back side of the neck.
ଅର୍ଥ : ବାସନ ଆଦି ମୁହଁର ତଳ ଭାଗ
ଉଦାହରଣ : ସୁରେଇର ବେକ ବହୁତ ପତଳା
ଅନ୍ୟ ଭାଷାରେ ଅନୁବାଦ :हिन्दी
बरतनों आदि में मुँह के नीचे का भाग।
ଅର୍ଥ : ଦେହର ଯେଉଁ ଅଂଶ ମୁଣ୍ଡକୁ ଦେହ ସହିତ ଯୋଡ଼େ
ଉଦାହରଣ : ଜିରାଫ୍ର ବେକ ବହୁତ ଲମ୍ବା
ସମକକ୍ଷ : ଗରଦନ, ଗଳା, ଗ୍ରୀବା
शरीर का वह भाग जो सिर को धड़ से जोड़ता है।
ସଂସ୍ଥାପନ କରନ୍ତୁ