ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ କୀଟ ନିଜ ଶରୀରରୁ ବାହାରୁଥିବା ଏକ ପ୍ରକାର ତନ୍ତୁରୁ ଜାଲ ତିଆରିକରି ସେଥିରେ ଛୋଟ କୀଟଆଦିଙ୍କୁ କାବୁ କରିଥାଏ
ଉଦାହରଣ : ନିଜ ଜାଲରେ ଧରାପଡ଼ିଥିବା ଛୋଟ କୀଟ ବୁଢ଼ିଆଣୀର ଭୋଜନ ହୁଏ
ସମକକ୍ଷ : ଅଷ୍ଟପାଦ, ଉର୍ଣ୍ଣନାଭ, ତନ୍ତୁକୀଟ, ତନ୍ତୁବାୟ
ଅନ୍ୟ ଭାଷାରେ ଅନୁବାଦ :हिन्दी
एक कीड़ा जो अपने शरीर से निकले हुए एक प्रकार के तंतुओं से जाला बनाकर उसमें छोटे कीटों आदि को फँसाता है।
ସଂସ୍ଥାପନ କରନ୍ତୁ