ଅର୍ଥ : ଭିତରେ ଭର୍ତ୍ତିହୋଇଥିବା ନିଆଁ ବା ଗରମର ଫୁଟି ଉଠିବା କାରଣରୁ ବାହାରକୁ ଆସିବାର କ୍ରିୟା
ଉଦାହରଣ :
ଆଗ୍ନେୟଗିରିର ବିସ୍ଫୋରଣରେ ବହୁତ କ୍ଷତି ହେଲା
ସମକକ୍ଷ : ବିସ୍ଫୋଟନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭିତରର ଉତ୍ତାପରେ ବାହାର ଅଂଶ ଗରମ ହେବା ଓ ଫାଟିଯିବାର କ୍ରିୟା
ଉଦାହରଣ :
ବମ୍ ବିସ୍ଫୋଟନରେ କୋଡ଼ିଏ ଜଣ ଲୋକଙ୍କ ପ୍ରାଣ ଚାଲିଗଲା
ସମକକ୍ଷ : ବିସ୍ଫୋଟନ
ଅନ୍ୟ ଭାଷାରେ ଅନୁବାଦ :