ଅର୍ଥ : ସେହି ବ୍ୟକ୍ତି ଯାହାଙ୍କୁ ବିଶ୍ୱାସ କରାଯାଇ ପାରେ ବା ଯେ ବିଶ୍ୱାସର ପାତ୍ର
ଉଦାହରଣ :
କଳିଯୁଗରେ ବିଶ୍ୱାସପାତ୍ର ମିଳିବା ବହୁତ କଷ୍ଟ
ସମକକ୍ଷ : ବିଶ୍ୱାସଭାଜନ
ଅନ୍ୟ ଭାଷାରେ ଅନୁବାଦ :
वह व्यक्ति जिसपर विश्वास किया जा सके या जो विश्वास का पात्र हो।
कलियुग में विश्वासपात्र मिलना मुश्किल है।