ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଲୋପ କରୁଥିବା ବାଲା
ଉଦାହରଣ : ଏହା ଏକ ଦାଗ ବିଲୋପକ ରସାୟନ
ଅନ୍ୟ ଭାଷାରେ ଅନୁବାଦ :हिन्दी
दूर करने वाला।
ଅର୍ଥ : ଯେ ନାଶ କରେ
ଉଦାହରଣ : ଚାଷୀ ବିଲରେ କୀଟନାଶକ ଔଷଧ ପକଉଛି ଭଗବାନ ବିଘ୍ନ ବିନାଶକ
ସମକକ୍ଷ : ନାଶକ, ନାଶୀ, ବିନାଶକ, ବିନାଶକାରକ, ବିନାଶକାରୀ, ବିନାଶୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो नाश करता हो।
Causing destruction or much damage.
ସଂସ୍ଥାପନ କରନ୍ତୁ