ଅର୍ଥ : ବ୍ୟୋମଯାନ ତିଆରି ତଥା ଉଡାଇବାର ବୈଜ୍ଞାନିକ ଅଧ୍ୟୟନ ବା ଅଭ୍ୟାସ ଅଥବା ବାୟୁ ବା ଶୂନ୍ୟରେ ବ୍ୟୋମଯାନ ଚଳାଇବାର ସିଦ୍ଧାନ୍ତ ବା ଅଭ୍ୟାସ
ଉଦାହରଣ :
ଦୀପକ ବିମାନ-ବିଜ୍ଞାନର ଛାତ୍ର
ସମକକ୍ଷ : ଏରୋନାଟିକ୍ସ, ବିମାନ-ବିଦ୍ୟା
ଅନ୍ୟ ଭାଷାରେ ଅନୁବାଦ :
वायुयान बनाने तथा उड़ाने का वैज्ञानिक अध्ययन या अभ्यास अथवा वायु या शून्य में वायुयान चलाने का सिद्धांत या अभ्यास।
दीपक वैमानिकी का छात्र है।