ଅର୍ଥ : ବିବାହ କରି ପରସ୍ପରକୁ ସ୍ୱାମୀ ସ୍ତ୍ରୀକୁ ପତ୍ନୀ ରୂପେ ଓ ସ୍ତ୍ରୀ ପୁରୁଷକୁ ସ୍ୱାମୀ ରୂପେ ସ୍ୱୀକାର କରିବା
ଉଦାହରଣ :
ଶ୍ରୀ କୃଷ୍ଣ ରୁକ୍ମିଣୀକୁ ହରଣ କରି ବିବାହ କରିଥିଲେ
ସମକକ୍ଷ : ପାଣିଗ୍ରହଣ କରିବା, ବାହାହେବା
ଅନ୍ୟ ଭାଷାରେ ଅନୁବାଦ :
विवाह करके पुरुष का स्त्री को अपनी पत्नी या स्त्री का पुरुष को अपना पति बनाना।
श्री कृष्ण ने रुक्मिणी का हरण कर उससे विवाह किया।