ଅର୍ଥ : ନମ୍ରତାପୂର୍ବକ କାହାକୁ କିଛି କହିବା
ଉଦାହରଣ :
ମୁଁ ଆପଣଙ୍କୁ ନିବେଦନ କରୁଛି ଯେ ମୋତେ ଘରକୁ ଯିବାକୁ ଦିଅନ୍ତୁ
ସମକକ୍ଷ : ଅନୁନୟ କରିବା, ଅନୁରୋଧ କରିବା, ନିବେଦନ କରିବା, ପ୍ରାର୍ଥନା କରିବା, ବିନୟ କରିବା
ଅନ୍ୟ ଭାଷାରେ ଅନୁବାଦ :
नम्रतापूर्वक किसी से कुछ कहना।
मैं आपसे यह निवेदन करता हूँ कि मुझे घर जाने दीजिए।