ଅର୍ଥ : ଅନ୍ୟମାନଙ୍କ କଥାକୁ ଉପେକ୍ଷା କରି ନିଜ କଥାକୁ କହି ଚାଲିବାର ପ୍ରକ୍ରିୟା
ଉଦାହରଣ :
ତାର ବିତଣ୍ଡା ଯୋଗୁଁ ସମସ୍ତେ ହଇରାଣ ହେଉଛନ୍ତି
ସମକକ୍ଷ : ଅଯଥା ଯୁକ୍ତି, ବିତଂଡା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବ୍ୟର୍ଥ ବିବାଦ ବା ମତାନ୍ତର
ଉଦାହରଣ :
ଏଭଳି ବିତଣ୍ଡା ଦ୍ୱାରା ଶେଷରେ ତୁମକୁ କଣ ମିଳୁଛି?
ସମକକ୍ଷ : ବିତଂଡା, ବିତଂଡାବାଦ, ବିତଣ୍ଡାବାଦ
ଅନ୍ୟ ଭାଷାରେ ଅନୁବାଦ :
व्यर्थ का विवाद या कहासुनी।
इस तरह की वितंडाओं से आखिर तुम्हें क्या मिलता है?ଅର୍ଥ : ଅଯଥା ଯୁକ୍ତିତର୍କ
ଉଦାହରଣ :
ଆଜି ରାମ ଏବଂ ଶ୍ୟାମ ମଧ୍ୟରେ ଏକ ଛୋଟ କଥାକୁ ନେଇ ବିତଣ୍ଡା ହେଲା
ସମକକ୍ଷ : କନ୍ଦଳ, କଳି, ଝଗଡ଼ା, ତକରାଳ, ଯୁକ୍ତିତର୍କ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକାଠି ବସି କୌଣସି ପ୍ରସଙ୍ଗ ଉପରେ ତର୍କ ବିତର୍କ କରିବା
ଉଦାହରଣ :
ରାମ ଏବଂ ଶ୍ୟାମ ଅନାବଶ୍ୟକ ସମସ୍ୟାକୁ ନେଇ ଯୁକ୍ତିତର୍କ କରୁଛନ୍ତି
ସମକକ୍ଷ : ତର୍କବିତର୍କ, ବାଦବିବାଦ, ଯୁକ୍ତିତର୍କ
ଅନ୍ୟ ଭାଷାରେ ଅନୁବାଦ :
एक साथ बैठकर किसी मुद्दे आदि पर तर्क वितर्क करना या उस मुद्दे पर सहमत न होना।
राम और श्याम अनावश्यक मसले पर वाद विवाद कर रहे हैं।