ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜୟଲାଭ କରିଥିବା ବ୍ୟକ୍ତି
ଉଦାହରଣ : ଲୋକମାନେ ଖୁସିରେ ବିଜେତାଙ୍କୁ କାନ୍ଧ ଉପରେ ଟେକି ଧରିଲେ
ସମକକ୍ଷ : ବିଜୟୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह जिसने विजय पायी हो।
The contestant who wins the contest.
ଅର୍ଥ : ଅନ୍ୟକୁ ପରାଜିତ କରିଥିବା ବ୍ୟକ୍ତି
ଉଦାହରଣ : ବିଜେତା ରାଜା ପରାଜିତ ରାଜାଙ୍କୁ ବନ୍ଦୀ କଲେ
पराजित करने वाला।
Having won.
ସଂସ୍ଥାପନ କରନ୍ତୁ