ଅର୍ଥ : ସାମନାକୁ ଆସୁଥିବା ଦୁଇଟି କିମ୍ବା ଅଧିକ ଏଭଳି କଥା ବା କାମଗୁଡ଼ିକ ମଧ୍ୟରୁ ଯେଉଁଥିରୁ ଗୋଟିଏକୁ ଗ୍ରହଣ କରାଯାଇପାରେ
ଉଦାହରଣ :
ରୋଗୀକୁ ଅନ୍ୟ ଡାକ୍ତରଖାନାକୁ ନେବା ବ୍ୟତୀତ ଆଉ କିଛି ବିକଳ୍ପ ନାହିଁ
ସମକକ୍ଷ : ଉପାୟ
ଅନ୍ୟ ଭାଷାରେ ଅନୁବାଦ :
One of a number of things from which only one can be chosen.
What option did I have?.