ଅର୍ଥ : ଗ୍ରାମୀଣ ସଡ଼କ ଉପରେ ହେଉଥିବା ବାହନଦୌଡ଼ ପ୍ରତିଯୋଗିତା
ଉଦାହରଣ :
ବାହନଦୌଡ଼ ପ୍ରତିଯୋଗିତାରେ କେତେକ ବାହାନଚାଳକ ଖଣ୍ଡିଆଖାବରା ହେଲେ
ଅନ୍ୟ ଭାଷାରେ ଅନୁବାଦ :
आम सड़कों पर की जानेवाली वह प्रतियोगिता जिसमें वाहनों को दौड़ाते हैं।
वाहन-दौड़ के दौरान कई वाहन चालक घायल हो गए।An automobile race run over public roads.
rally