ଅର୍ଥ : ପବନ ଓ ଆଲୋକ ଆସିବା ନିମନ୍ତେ କାନ୍ଥରେ ତିଆରି ହୋଇଥିବା ଜାଲିଯୁକ୍ତ ବଡ କଣା
ଉଦାହରଣ :
ଘରକୁ ବାୟୁଯୁକ୍ତ କରିବାପାଇଁ ସେ ପ୍ରତ୍ୟେକ କୋଠରୀରେ ଝରକା ଲଗାଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜଣେ ପୌରାଣିକ ଋଷି
ଉଦାହରଣ :
ବାତାୟନ ଋଷି ଅନେକ ମନ୍ତ୍ର ରଚନା କରିଥିଲେ
ସମକକ୍ଷ : ବାତାୟନ ଋଷି
ଅନ୍ୟ ଭାଷାରେ ଅନୁବାଦ :
A mentor in spiritual and philosophical topics who is renowned for profound wisdom.
sage