ଅର୍ଥ : ମୁମ୍ବାଇ ମହାନିଗମରେ ଅବସ୍ଥିତ ଭାରତର ସବୁଠାରୁ ପ୍ରାଚୀନ ଷ୍ଟକ୍ ଏକ୍ସଚେଞ୍ଜ
ଉଦାହରଣ :
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସ୍ଥାପନା ୧୮୭୫ରେ ହୋଇଥିଲା
ସମକକ୍ଷ : ବଂବେ ଷ୍ଟକ୍ ଏକ୍ସଚେଂଜ, ବିଏସଇ
ଅନ୍ୟ ଭାଷାରେ ଅନୁବାଦ :
मुंबई महानगर में स्थित भारत का सबसे प्राचीन स्टाक एक्सचेंज।
बाम्बे स्टाक एक्सचेंज की स्थापना 1875 में हुई थी।An exchange where security trading is conducted by professional stockbrokers.
securities market, stock exchange, stock market