ଅର୍ଥ : ବନ୍ଧୁକର ଆଗ ପାଖ ଯାହା ମଧ୍ୟଦେଇ ଗୋଳି ବାହାରି ଥାଏ
ଉଦାହରଣ :
ଗୋଳି ଫୁଟିଲା ପରେ ନଳୀରୁ ଧୂଆଁ ବାହାରୁ ଥିଲା
ସମକକ୍ଷ : ନଳୀ
ଅନ୍ୟ ଭାଷାରେ ଅନୁବାଦ :
बंदूक का वह अगला भाग जिसमें से होकर गोली निकलती है।
गोली चलने के बाद नली से धुआँ निकल रहा था।