ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବନାରସୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବନାରସୀ   ବିଶେଷ୍ୟ

ଅର୍ଥ : ବନାରସର ନିବାସୀ

ଉଦାହରଣ : ଆମ ଗ୍ରାମର ଅନେକ ଲୋକ ବନାରସୀ ହୋଇଗଲେଣି


ଅନ୍ୟ ଭାଷାରେ ଅନୁବାଦ :

बनारस में रहनेवाला व्यक्ति।

हमारे गाँव के कई लोग बनारसी हो गए हैं।
बनारसी

A native or inhabitant of India.

indian

ବନାରସୀ   ବିଶେଷଣ

ଅର୍ଥ : ବାରଣାସୀ ବା କାଶୀର ବା ଏମାନଙ୍କ ସହ ସମ୍ବନ୍ଧିତ

ଉଦାହରଣ : ବାରଣାସୀ ଘାଟରେ ବନାରସୀ ପଣ୍ଡିତମାନଙ୍କୁ ପୂଜାପାଠ କରୁଥିବାର ଦେଖାଯାଇ ପାରେ


ଅନ୍ୟ ଭାଷାରେ ଅନୁବାଦ :

बनारस या काशी का या उससे संबंधित।

बनारसी घाटों पर बनारसी पंडों को पूजा-पाठ करते हुए देखा जा सकता है।
काशेय, बनारसी