ଅର୍ଥ : ବନସ୍ପତିଶାସ୍ତ୍ରରେ ପ୍ରବୀଣ ବ୍ୟକ୍ତି
ଉଦାହରଣ :
ଉଦ୍ଭିଦବିଜ୍ଞାନୀ ଜଗଦୀଶ ଚନ୍ଦ୍ର ବସୁ ଆମକୁ କହିଥିଲେ ଯେ ଗଛଲତାରେ ମଧ୍ୟ ସମ୍ବେଦନା ଥାଏ
ସମକକ୍ଷ : ଉଦ୍ଭିଦବିଜ୍ଞାନୀ, ବନସ୍ପତିବିଦ୍, ବନସ୍ପତିଶାସ୍ତ୍ରୀ
ଅନ୍ୟ ଭାଷାରେ ଅନୁବାଦ :
वनस्पतिशास्त्र का ज्ञाता।
वनस्पतिशास्त्री जगदीश चंद्र बसु ने हमें बताया कि पेड़-पौधों में भी संवेदना होती है।