ଅର୍ଥ : ଯେଉଁ ଲିପିରେ ବଙ୍ଗଳା ଭାଷା ଲେଖାଯାଇଛି
ଉଦାହରଣ :
ଗୀତାଞ୍ଜଳୀ ବଙ୍ଗଳା ଲିପିରେ ଲେଖାଯାଇଛି
ସମକକ୍ଷ : ବଂଗଳା, ବଂଗଳା ଲିପି, ବଙ୍ଗଳା ଲିପି
ଅନ୍ୟ ଭାଷାରେ ଅନୁବାଦ :
वह लिपि जिसमें बँगला भाषा लिखी जाती है।
गीतांजली बँगला में लिखी गई है।ଅର୍ଥ : ବଙ୍ଗଳାର ଭାଷା
ଉଦାହରଣ :
ମୁଁ ବଙ୍ଗଳା ଶିଖିବାପାଇଁ ଚେଷ୍ଟା କରୁଛି
ସମକକ୍ଷ : ବଙ୍ଗଳା ଭାଷା, ବେଙ୍ଗଲୀ
ଅନ୍ୟ ଭାଷାରେ ଅନୁବାଦ :