ଅର୍ଥ : ବୁଲିବୁଲି ଖୁଚୁରା ଜିନିଷ ବିକ୍ରି କରୁଥିବା ଛୋଟ ବେପାରୀ
ଉଦାହରଣ :
ଗାଁରେ ଲୋକମାନେ ବୁଲାବିକାଳୀଙ୍କଠାରୁ କିଛି ଦରକାରୀ ଜିନିଷ କିଣି ନିଅନ୍ତି
ସମକକ୍ଷ : ଖୁଚୁରାବେପାରୀ, ବୁଲାବିକାଳୀ, ବୁଲାବେପାରୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବୁଲିବୁଲି ସଉଦା ବିକୁଥିବା ବ୍ୟକ୍ତି
ଉଦାହରଣ :
ଫେରିବାଲାର ଶବ୍ଦ ଶୁଣି ପିଲାମାନେ ଘରୁ ବାହାରକୁ ଦୌଡ଼ି ଆସିଲେ
ଅନ୍ୟ ଭାଷାରେ ଅନୁବାଦ :