ଅର୍ଥ : ମୁଁହ ଖୋଲି ପବନ ବାହାର କରିବା
ଉଦାହରଣ :
ଜଳାପୋଡା କମେଇବାପାଇଁ ସେ ନିଜ ଘାଆକୁ ଫୁଙ୍କୁ ଥିଲା ନିଆଁ ଜଳିବାପାଇଁ ସେ ବାରମ୍ବାର ଚୁଲି ଫୁଙ୍କୁଛି
ସମକକ୍ଷ : ଫୁଙ୍କିବା
ଅନ୍ୟ ଭାଷାରେ ଅନୁବାଦ :
मुँह बहुत थोड़ा खुला रखकर हवा बाहर निकालना।
जलन कम करने के लिए वह अपने घाव को फूँक रही है।