ଅର୍ଥ : ମୂଷାଦ୍ୱାରା ବ୍ୟାପୁଥିବା ଗୋଟିଏ ବିପଦଜନକ ପ୍ରାଣ ସଂହାରୀ ସଂକ୍ରାମକ ରୋଗ
ଉଦାହରଣ :
ଆଗକାଳରେ ପ୍ଲେଗ ରୋଗରେ ଗାଁଗାଁ ଉଜୁଡ଼ି ଯାଉଥିଲା
ସମକକ୍ଷ : ପ୍ଲେଗ ରୋଗ
ଅନ୍ୟ ଭାଷାରେ ଅନୁବାଦ :
A serious (sometimes fatal) infection of rodents caused by Yersinia pestis and accidentally transmitted to humans by the bite of a flea that has bitten an infected animal.
pest, pestilence, pestis, plague