ଅର୍ଥ : ସଙ୍ଗଠିତ ଚେଷ୍ଟା ବା ପ୍ରସାର ଯାହା କୌଣସି ସିଦ୍ଧାନ୍ତ, ମତ, ବିଚାର ଆଦିର ପୋଷଣ କିମ୍ବା ପ୍ରସାର ପାଇଁ କରାଯାଏ
ଉଦାହରଣ :
ସବୁ ପାର୍ଟିଗୁଡ଼ିକର ନେତାଗଣ ଅଧିପ୍ରସାରଣରେ ଲାଗିଛନ୍ତି
ସମକକ୍ଷ : ଅଧିପ୍ରସାରଣ
ଅନ୍ୟ ଭାଷାରେ ଅନୁବାଦ :
वह संगठित प्रयत्न या प्रसार जो किसी सिद्धांत, मत, विचार आदि के पोषण या प्रसार के निमित्त किया जाता है।
सभी पार्टियों के नेतागण अधिप्रचार में लगे हुए हैं।Information that is spread for the purpose of promoting some cause.
propaganda