ଅର୍ଥ : ଖେଳ ଆଦିରେ ଅଙ୍କ ବା କିଛି ଲକ୍ଷ୍ୟ ପ୍ରାପ୍ତକରିବା
ଉଦାହରଣ :
ଆମେ ଦୁଇଟି ଗୋଲ୍ ଦେଲୁ ଏହି ପ୍ରତିଯୋଗିତାରେ ଆମେ ଏଗାର ପଏଣ୍ଟ୍ ପାଇଲୁ
ସମକକ୍ଷ : କରିବା, ଦେବା, ପାଇବା, ହାସଲ କରିବା
ଅନ୍ୟ ଭାଷାରେ ଅନୁବାଦ :
खेल आदि में अंक या कोई लक्ष्य प्राप्त करना।
हमने दो गोल बनाए।