ଅର୍ଥ : ମାନବଦ୍ୱାରା ନିର୍ମିତ ନହୋଇ ପ୍ରକୃତିଦ୍ୱାରା ନିର୍ମିତ ହୋଇଥିବା ସ୍ଥାନ
ଉଦାହରଣ :
ମରୁସ୍ଥଳ ଏକ ପ୍ରାକୃତିକ ସ୍ଥାନ
ଅନ୍ୟ ଭାଷାରେ ଅନୁବାଦ :
वह स्थान जो मानव निर्मित न हो अपितु प्रकृति द्वारा निर्मित हो।
मरुस्थल एक प्राकृतिक स्थान है।A point located with respect to surface features of some region.
This is a nice place for a picnic.