ଅର୍ଥ : ପ୍ରଶ୍ନ ପଚାରୁଥିବା ବ୍ୟକ୍ତି
ଉଦାହରଣ :
ସମସ୍ତ ପ୍ରଶ୍ନକର୍ତ୍ତାଙ୍କର ପ୍ରଶ୍ନର ଉତ୍ତର ଦେବା ଏବେ ସମ୍ଭବ ନୁହେଁ
ଅନ୍ୟ ଭାଷାରେ ଅନୁବାଦ :
प्रश्न करने वाला व्यक्ति।
सभी प्रश्नकत्ताओं के प्रश्नों का उत्तर देना अभी संभव नहीं है।ଅର୍ଥ : ପ୍ରଶ୍ନ ପଚାରିବା ବ୍ୟକ୍ତି
ଉଦାହରଣ :
ଉତ୍ତରରେ ଅସନ୍ତୁଷ୍ଟ ହୋଇ ପ୍ରଶ୍ନକର୍ତ୍ତା ଚାଲିଗଲେ
ଅନ୍ୟ ଭାଷାରେ ଅନୁବାଦ :
प्रश्न करने वाला।
प्रश्नकर्त्ता व्यक्ति उत्तर से असंतुष्ट होकर चला गया।