ଅର୍ଥ : କୌଣସି ବିଦ୍ୟାଳୟର ଶିକ୍ଷକମାନଙ୍କ ମଧ୍ୟରେ ପ୍ରଧାନ
ଉଦାହରଣ :
ପଣ୍ଡିତ ରାମ ମନୋହର ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ
ସମକକ୍ଷ : ଅଧ୍ୟକ୍ଷ, ପ୍ରଧାନ ଶିକ୍ଷକ, ମୁଖ୍ୟ ଶିକ୍ଷକ, ହେଡ୍ମାଷ୍ଟର
ଅନ୍ୟ ଭାଷାରେ ଅନୁବାଦ :
किसी विद्यालय अथवा महाविद्यालय के आचार्यों में प्रधान जिसके पास कार्यकारिणी अधिकार होते हैं।
पंडित राम मनोहरजी इस विद्यालय के प्रधानाचार्य हैं।The educator who has executive authority for a school.
She sent unruly pupils to see the principal.