ଅର୍ଥ : ଯେ କୌଣସି ଘଟଣା ନିଜ ଆଖିରେ ଦେଖିଛି
ଉଦାହରଣ :
ପୋଲିସ୍ ଏହି ହତ୍ୟା ମାମଲାରେ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରୁଅଛି
ସମକକ୍ଷ : ସାକ୍ଷୀ
ଅନ୍ୟ ଭାଷାରେ ଅନୁବାଦ :
वह जिसने कोई घटना अपनी आँखों से देखी हो।
पुलिस इस हत्या के सिलसिले में प्रत्यक्षदर्शियों से पूछताछ कर रही है।ଅର୍ଥ : ଯିଏ କୌଣସି ଘଟଣା ନିଜ ଆଖିରେ ଦେଖିଛି
ଉଦାହରଣ :
ଓକିଲ ନ୍ୟାୟାଳୟରେ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀକୁ ବହୁତ ପଚରାପଚରି କରୁଥିଲେ
ସମକକ୍ଷ : ଅନୁଭବୀ
ଅନ୍ୟ ଭାଷାରେ ଅନୁବାଦ :
जिसने कोई घटना अपनी आँखों से देखी हो।
अधिवक्ता न्यायालय में चश्मदीद गवाहों से काफ़ी पूछाताछ कर रहा था।