ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିରୋଧକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିରୋଧକ   ବିଶେଷ୍ୟ

ଅର୍ଥ : ରକ୍ତ କଣିକାରେ ମିଳୁଥିବା ଗୋଟିଏ ପ୍ରୋଟିନ ପଦାର୍ଥ

ଉଦାହରଣ : ଏଣ୍ଟିବଡ଼ି କୌଣସି ବିଶିଷ୍ଟ ଏଣ୍ଟିଜନର ପ୍ରତିକ୍ରିୟା ରୂପେ ଉତ୍ପନ୍ନ ହୋଇଥାଏ

ସମକକ୍ଷ : ଏଣ୍ଟିବଡ଼ି


ଅନ୍ୟ ଭାଷାରେ ଅନୁବାଦ :

रक्त सीरम में पाया जाने वाला एक प्रोटीन पदार्थ।

एण्टीबॉडी किसी विशिष्ट एण्टीजन की प्रतिक्रिया स्वरूप उत्पन्न होता है।
एंटीबॉडी, एण्टीबॉडी, प्रतिपिंड, प्रतिपिण्ड

Any of a large variety of proteins normally present in the body or produced in response to an antigen which it neutralizes, thus producing an immune response.

antibody

ପ୍ରତିରୋଧକ   ବିଶେଷଣ

ଅର୍ଥ : ଯେ ପ୍ରତିରୋଧକ

ଉଦାହରଣ : ଚିନା ମାଟି ବିଦ୍ୟୁତ ପ୍ରତିରୋଧକ ବସ୍ତୁ

ସମକକ୍ଷ : ପ୍ରତିବଂଧକ, ପ୍ରତିବନ୍ଧକ, ରୋଧକ


ଅନ୍ୟ ଭାଷାରେ ଅନୁବାଦ :

जो अवशोषित करने या मिलने में असक्षम हो।

चीनी मिट्टी विद्युत का प्रतिरोधी है।
प्रतिरोधक, प्रतिरोधी, रोधक, रोधी