ଅର୍ଥ : ଯାହାଠାରେ ପ୍ରତିଭା ଅଛି
ଉଦାହରଣ :
ଆମ ପ୍ରୟୋଗଶାଳାରେ ପ୍ରତିଭାଶାଳୀମାନେ କମ୍ ନାହାନ୍ତି
ସମକକ୍ଷ : ପ୍ରତିଭାବାନ୍
ଅନ୍ୟ ଭାଷାରେ ଅନୁବାଦ :
वह जिसमें प्रतिभा हो।
हमारी प्रयोगशाला में प्रतिभाशालियों की कमी नहीं है।A person who possesses unusual innate ability in some field or activity.
talentଅର୍ଥ : ଯାହା ପାଖରେ ପ୍ରତିଭା ଅଛି
ଉଦାହରଣ :
ଶ୍ୟାମ ଜଣେ ପ୍ରତିଭାଶାଳୀ ବ୍ୟକ୍ତି
ସମକକ୍ଷ : ପ୍ରତିଭାବାନ, ପ୍ରତିଭାସମ୍ପନ୍ନ
ଅନ୍ୟ ଭାଷାରେ ଅନୁବାଦ :
जिसमें प्रतिभा हो।
श्याम एक प्रतिभाशाली व्यक्ति है।