ଅର୍ଥ : ମନୁଷ୍ୟଆଦି ସଂସାରୀ ପ୍ରାଣୀମାନଙ୍କ ରୂପରେ ଦେବତାମାନେ ପୃଥିବୀକୁ ଆସିବା
ଉଦାହରଣ :
ଯେତେବେଳେ ପୃଥିବୀରେ ପାପ ବଢ଼ିଯାଏ ସେତେବେଳେ ଭଗବାନ ଅବତାର ଗ୍ରହଣ କରନ୍ତି ବେଳେବେଳେ ଅନେକ ଅଲୌକିକ ମହାପୁରୁଷ ଏହି ପୃଥିବୀରେ ଅବତରିତ ହୁଅନ୍ତି
ସମକକ୍ଷ : ଅବତରିତ ହେବା, ଅବତାର ନେବା
ଅନ୍ୟ ଭାଷାରେ ଅନୁବାଦ :
देवता का मनुष्य आदि संसारी प्राणियों के रूप में धरती पर आना।
जब पृथ्वी पर पाप बढ़ जाता है तब भगवान अवतार लेते हैं।