ଅର୍ଥ : ପୁରାଣ ବା ଧାର୍ମିକ ଗ୍ରନ୍ଥରେ ଯେଉଁ ମହିଳାଙ୍କ ବର୍ଣ୍ଣନା କରାଯାଇଛି
ଉଦାହରଣ :
ଗାନ୍ଧାରୀ, କୁନ୍ତୀଆଦି ପୌରାଣିକ ମହିଳା
ସମକକ୍ଷ : ପୌରାଣିକ ସ୍ତ୍ରୀ, ପୌରାଣୀୟ ମହିଳା, ପୌରାଣୀୟ ସ୍ତ୍ରୀ
ଅନ୍ୟ ଭାଷାରେ ଅନୁବାଦ :
वह महिला जिसका वर्णन पुराणों या धार्मिक ग्रंथों में किया गया हो।
गांधारी, कुंती आदि पौराणिक महिलाएँ हैं।An imaginary being of myth or fable.
mythical being