ଅର୍ଥ : ଗଳାରେ କଫ ଅଟକିବା କାରଣରୁ ଶ୍ବାସ କ୍ରିୟା ସମୟରେ ହେଉଥିବା ସଁସଁ ଶବ୍ଦ
ଉଦାହରଣ :
ପେଲି_ହେବା କାରଣରୁ ମୁଁ ରାତି ଭରି ଶୋଇ ପାରିନାହିଁ
ସମକକ୍ଷ : ହିକ୍କା ଉଠିବା
ଅନ୍ୟ ଭାଷାରେ ଅନୁବାଦ :
गले में कफ रुकने के कारण साँस लेते समय होने वाली घरघराहट।
घर्रे के कारण मैं रात भर सो नहीं सकी।