ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ରନ୍ଧାହେଉଥିବା ଚାଉଳର ଉପର ଫେଣ
ଉଦାହରଣ : ହାଣ୍ଡିରୁ ପେଜ ବାହାରକୁ ଉତୁରି ପଡୁଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
पकते चावल के ऊपर का झाग या फेन।
ଅର୍ଥ : ଭାତ ସିଝିଗଲା ପରେ ବାହାରୁଥିବା ପାଣି
ଉଦାହରଣ : ପେଜରୁ ପୌଷ୍ଟିକତତ୍ତ୍ୱ ମିଳିଥାଏ
भात पकाने पर निकलने वाला पानी।
ସଂସ୍ଥାପନ କରନ୍ତୁ