ଅର୍ଥ : ଚାନ୍ଦ୍ର ମାସର ଶୁକ୍ଳ ପକ୍ଷର ଶେଷ ତିଥି ଯେଉଁଥିରେ ଚନ୍ଦ୍ରମା ନିଜର ସବୁ କଳା ଯୁକ୍ତ ହୋଇ ସପୂର୍ଣ୍ଣ ଦୃଶ୍ୟ ହୁଏ
ଉଦାହରଣ :
ପୂର୍ଣ୍ଣିମାର ଜହ୍ନ ଖୁବ୍ ଆକର୍ଷକ
ସମକକ୍ଷ : ପୂନିଅଁ, ପୂନେଇଁ, ପୂର୍ଣ୍ଣମାସୀ
ଅନ୍ୟ ଭାଷାରେ ଅନୁବାଦ :
The time when the Moon is fully illuminated.
The moon is at the full.ଅର୍ଥ : କଳାଙ୍କ ଗର୍ଭରୁ ଉତ୍ପନ୍ନ ମରୀଚି ଋଷିଙ୍କ ଜଣେ ପୁତ୍ର
ଉଦାହରଣ :
ପୂର୍ଣ୍ଣିମା କଶ୍ୟପଙ୍କ ଛୋଟ ଭାଇ ଥିଲେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being